ମଦ୍ୟପାନ କରି ସ୍କୁଲକୁ ଆସିବା ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା, ଦରମା ବନ୍ଦ କଲେ ବିିଇଓ
ମଦ୍ୟପାନ କରି ସ୍କୁଲକୁ ଆସିବା ପଡ଼ିଲା ମହଙ୍ଗା । ମଦ୍ୟପ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ହରଭଙ୍ଗା ବିଇଓ । ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକଙ୍କ ଉପରେ ଆକ୍ସନ । ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ବିଇଓଙ୍କ ନିର୍ଦ୍ଦେଶ ।













Click it and Unblock the Notifications