ବିଜେଡିକୁ ଟାର୍ଗେଟ୍‌, ତଳ ଆଡୁ ୨ ନମ୍ବରରେ ଥିଲା: ମୁଖ୍ୟମନ୍ତ୍ରୀ

ତଳ ଆଡୁ ୨ ନମ୍ବରରେ ଥିଲା କହି ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ଆୟୋଜିତ ସିଏମ୍ କିଷାନ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ ହଜାର ଟଙ୍କା ସହାୟତା ଦିଆଯାଉଛି । ୧୪ ମାସ ପୂର୍ବରୁ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା ।

mohan majhi

ବେଶୀ କ୍ଷତି ହେଉଥିଲ. ଅନ୍ୟ ରାଜ୍ୟ ଚ।।ଷୀଙ୍କ ତୁଳନାରେ ପଛରେ ରହୁଥିଲା । ଖରିଫ, ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନ୍‌ପୁଟ୍ ସବସିଡି ଦିଆଯାଇଛି । ରେକର୍ଡ ପରିମାଣର ୯୨ ଲକ୍ଷରୁ ଉର୍ଦ୍ଧ୍ୱ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କୁ ୭୫୩୭ କୋଟି ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ଦିଆଯାଇଛି । ସୁଭଦ୍ରା, ପିଏମ୍ କିଷାନ, ସିଏମ କିଷାନ ମିଶାଇ ବାର୍ଷିକ ଆୟ ୫୮ ହଜାରକୁ ବୃଦ୍ଧି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+