ବିଜେଡି-ବିଜେପି ମଧ୍ୟରେ ସିଟ୍ ସେୟାରିଂ ହେବ: ତାରା ପ୍ରସାଦ ବାହିନୀପତି
ଭୁବନେଶ୍ୱର:ବିଜେପିର ପ୍ରାର୍ଥୀ ଘୋଷଣାକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ସିଟ୍ ସେୟାରିଂ ହେବ।
ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଗୋଟିଏ ଦିନ ପରେ ରବିବାର ଦିନ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ଯେ ବିଜେପି ଓଡ଼ିଶାରେ ବିଜୁ ଜନତା ଦଳ ସହିତ ଆସନ ବୁଝମଣା କରିବେ ।

ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ବେଳେ ଜୟପୁରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଦାବି କରି କହିଛନ୍ତି ଯେ ଆସନ୍ତା ଲୋକସଭା ଏବ ବିଧାନସଭା ନିର୍ବାଚନ ପାଇଁ ଓଡିଶା ରେ ବିଜେପି ଓ ବିଜେଡି ମଧ୍ୟରେ ଆସନ ସିଟ୍ ସେୟାରିଂ ହେବ
ଶନିବାର ଦିନ ବିଜେପି ଦ୍ୱାରା ଘୋଷଣା ହୋଇଥିବା ୧୯୫ ଜଣ ପ୍ରାର୍ଥୀ ତାଲିକାରେ ଓଡିଶାର କୌଣସି ଆନ କିମ୍ବା ପ୍ରାର୍ଥୀଙ୍କ ନାଁ ଏଥିରେ ନାହିଁ ।
ଏହା ସୂଚାଉଛି ଯେ, ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ସିଟ୍ ସେୟାରିଂ ହେବ ବୋଲି କହିଛନ୍ତି ବିଧାୟକ ତାରାପ୍ରାସାଦ ବାହିନୀପତି ।












Click it and Unblock the Notifications