ଶରଧାବାଲିରେ ତାଳଧ୍ୱଜ ଓ ଦର୍ପଦଳନ ; ଗଡ଼ୁଛି ନନ୍ଦିଘୋଷ
ଚାଲିଛି ଶ୍ରୀଜୀଉଙ୍କ ରଥଟଣା। ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପୁଛି ବଡଦାଣ୍ଡ। ଶରଧାବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପଦଳନ। ଏବେ ଶରଧାବାଲି ଅଭିମୁଖେ ନନ୍ଦିଘୋଷ। ଘଣ୍ଟ, ହରିବୋଲ ଓ ହୁଳହୁଳିରେ କମ୍ପୁଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଶରଣରେ ଭକ୍ତ ନିଜକୁ ସମର୍ପି ଦେଉଛନ୍ତି।













Click it and Unblock the Notifications