Get Updates
Get notified of breaking news, exclusive insights, and must-see stories!

ମେଡିକାଲ କଲେଜରେ ନାମଲେଖାଇବା ପାଇଁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା, ବେଙ୍ଗାଲୁରୁରୁ ଗିରଫ ହେଲେ ୩ ଠକ

ବଲାଙ୍ଗୀର: ମେଡିକାଲ କଲେଜରେ ନାମଲେଖାଇବା ପାଇଁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଛାତ୍ରଛାତ୍ରୀଙ୍କ ଠାରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବଲାଙ୍ଗୀର ସାଇବର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଖଣ୍ତପଡା ଥାନା ବଳରାମପ୍ରସାଦ ମା'ମଙ୍ଗଳାର ସାହିର ବ୍ୟାସଦେବ ମହାନ୍ତି, ଫଲବାଣୀ ଟାଉନଥା କେନ୍ଦୁପଡ଼ାର ଅବିନାଶ ଓରଫ କାହ୍ନା ପୁରୋହିଚ ଏବଂ ନୟାଗଡ଼ ଜିଲ୍ଲା ଓଡ଼ଗାର ମନସ ପରିଡ଼ି ।

ODISHA NEWS

ସେହିପରି ଏହି ଠକେଇ ଘଟଣାରେ ଆଉ ୫ ଜଣ ପୋଲି ସ୍କାନରରେ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଏସପି ଋଷିକେଶ ଖିଲାରୀ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ବରଗଡ଼ ଜିଲ୍ଲା ପଦ୍ମପୁର ସୂର୍ଯ୍ୟନଗର ବୃନ୍ଦାବନ ମେହରଙ୍କ ଝିଅ ନିଟ୍ ପରୀକ୍ଷା ଦେଇଥିଲା ହେଲେ ଭଲ ରାଙ୍କ ନ ମିଳିବାରୁ ତାଙ୍କୁ ସରକାରୀ କଲେଜରେ ସିଟ୍ ମିଳିପାରି ନଥିଲା । ଯାହା ପରେ ସେ ଭୁବନେଶ୍ୱରର ଏକ ପ୍ରାଇଭେଟ୍ ହସ୍ପିଟାଲରେ ନାମ ଲେଖାଇବା ପାଇଁ ପହଞ୍ଚିଥିଲେ ଯେଉଁଠି ତାଙ୍କ ଦେଖା ଏହି ଠକ୍ ମାନଙ୍କ ହେଲେ ଯେଉଁମାନେ ତାଙ୍କୁ ପ୍ରତିଶ୍ତୃତି ଦେଇଥିଲେ ଯେ କିଠି ଟଙ୍କା ଦେଲେ ତାଙ୍କର ଆଡମିସନ୍ ସିଧାସଳଖ ଗମେଣ୍ଟ କଲେରରେ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+