T 20 ବିଶ୍ବକପ ବେଟିଂ: ରାଉରକେଲା ପୋଲିସର ବଡ଼ ଧରଣର ରେଡ୍‌

ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ବେଟିଂ ଅଭିଯୋଗରେ ରେଡ୍ । ୫ଟି ଅଞ୍ଚଳରେ ରେଡ୍ କରୁଛି ରାଉରକେଲା ପୋଲିସ । ଆଜି ସକାଳୁ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ଲାଣ୍ଟସାଇଟ୍, ଉଦିତ ନଗର, ରଘୁନାଥ ପାଲି,ବ୍ରାହ୍ମଣୀ ତରଙ୍ଗ ଓ ଟାଙ୍ଗରପାଲି ଥାନା ସମେତ ବିଭିନ୍ନ ଅଞ୍ଚଳରେ ରେଡ୍ କରୁଛି । ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Rourkela police
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+