ମିଠା ଦୋକାନରେ ବିସ୍ଫୋରଣ: ଜଣେ ମୃତ, ୨ ଆହତ

ମିଠା ଦୋକାନରେ ବିସ୍ଫୋରଣ: ଜଣେ ମୃତ,୨ ଆହତ

ରାଉରକେଲା: ରାଉରକେଲା ପାନପୋଷ ଛକ ନିକଟରେ ଥିବା ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ତ । ଗ୍ୟାସ ସିଲିଣ୍ତର ଫାଟି ଜଣେ ମୃତ,୨ ଗୁରୁତର । ମୃତକଙ୍କ ଘର ଗୟା ଅଞ୍ଚଳରେ ବୋଲି ସୂଚନା ରହିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Sweet Shop Blast

ସୂଚନା ଅନୁସାରେ, ରାଉରକେଲା ପାନପୋଷ ଛକ ନିକଟରେ ଏକ ମିଠା ଦୋକାନରେ ଗ୍ୟାସ୍ ଲିକ୍ ହୋଇ ସିଲିଣ୍ତର୍ ଫାଟିବା ଦ୍ୱାରା ଦୋରାନରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ସହ ମିଠା ଦୋକାନର ତିନି କର୍ମଚାରିଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଅରୁଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ସେହିପରି ଅନ୍ୟ ୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଧୁଆଁରେ ଅଣନିଶ୍ୱାସୀ ହୋଇ ବିବାହର ଅରୁଣ ଯାଦବଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+