ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ: ଆଇନ ମନ୍ତ୍ରୀ

ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ । ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ । ଏନେଇ ଖୁବଶୀଘ୍ର ସରକାର ନିଷ୍ପତ୍ତି ନେବେ କହିଲେ ଆଇନ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି, ଆଗାମୀ ଦିନରେ ଶୀଘ୍ର ନିଷ୍ପତ୍ତି । ଶୀଘ୍ର ତଦନ୍ତ କମିଶନ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ନିଷ୍ପତ୍ତି ନିଆଯିବ ।

swami Laxmanananda Saraswati

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଚାଲିଛି । ପୂର୍ବର ବିଜେଡି ସରକାର ମାର୍ଚ୍ଚ ୫, ୨୦୨୪ରେ ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ‌ଯେ ଘଟଣାର ୧୫ବର୍ଷ ପରେ ସିବିଆଇ ତଦନ୍ତ ଦାବି କରାଯାଉଛି । ଅଥଚ ଏହି ଘଟଣାରେ ଫୁଲବାଣୀର ଅତିରିକ୍ତ ସେସନ୍ସ କୋର୍ଟ ୨୦୧୩ ମସିହାରେ ଶୁଣାଣି କରି ଦଣ୍ଡ ଦେଇ ସାରିଛନ୍ତି । ସେମାନେ ଏହା ବିରୋଧରେ ୨୦୧୩ରେ ହାଇକୋର୍ଟରେ ଅପିଲ୍ କରିଛନ୍ତି। ଏହାର ଶୁଣାଣି ହୋଇନି। ତେଣୁ ସିବିଆଇ ତଦନ୍ତ ଦାବିକୁ ଖାରଜ କରାଯାଉ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+