ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଣୀବିହାର କ୍ୟାମ୍ପସ୍ ଭିତରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ହଷ୍ଟେଲ ଛାତରୁ ପଡି ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ସେ ଜଣେ ଯୁବ ବିଜେଡ଼ି ନେତାଙ୍କ ଡ୍ରାଇଭର ଭାବେ ଗାଡି ଚଳାଉଥିଲେ ।

ଭୋର ସମୟରେ ଡ୍ରାଇଭର ବିଶ୍ଵଙ୍କ କ୍ଷତାକ୍ତ ମୃତଦେହ ହଷ୍ଟେଲ କଡରୁ ଉଦ୍ଧାର କରାଯାଇଥିବାବେଳେ ଏବେ ସହିଦନଗର ଥାନା ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ତେବେ ଛାତ୍ର ନ ହୋଇଥିବା ସତ୍ତ୍ୱେ ହଷ୍ଟେଲରେ ବିଶ୍ୱ କଣ କରୁଥିଲେ ଓ ତାଙ୍କର ମୃତ୍ୟୁ କେମିତି ହେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି ।

vaniihar utkal university campus

ଏବାବଦରେ ଉତ୍କଳ ବିଶ୍ଵବିଦ୍ୟାଳୟ ଭିସି ଓ ପ୍ରଶାସନ ଉତ୍ତରଦାୟୀ । ତେଣୁ, ଖୁବ ଶୀଘ୍ର ପୁରୁଣା ଘଟଣା ସମେତ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ହେଉ । କାହା ପାଇଁ ଏହି ରୁମ ଆଲର୍ଟ ହୋଇଥିଲା, କିଏ ଏହି ଅଣଛାତ୍ରଙ୍କୁ ହଷ୍ଟେଲରେ ଜାଗା ଦେଇଥିଲା ତାହା ଜଣାପଡିବା ଆବଶ୍ୟକ । ସରକାର ମଧ୍ୟ ତ୍ୱରିତ ପଦକ୍ଷେପ ନେଉନଥିବାରୁ ଏଭଳି ଘଟୁଛି ବୋଲି କହିବା ସାଙ୍ଗକୁ ଆଗକୁ ଯଦି ସରକାର ଏ ଦିଗରେ ଚିନ୍ତା ନକରନ୍ତି ତେବେ ଏବିଭିପି ଆନ୍ଦୋଳନ ଜୋରଦାର କରିବା ନେଇ ସେ ଚେତାବନୀ ଦେଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+