ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

ପୁରୀରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ସନ୍ଦେହ ।ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା ସନ୍ଦେହ । ଟାଉନ ଥାନା ଗୁଡ଼ିଆସାହି ରାବେଣି ଚଉରା ପାଖରେ ମୃତଦେହ ଉଦ୍ଧାର ହୋଇଛି । ମୃତ ସେବାୟତ ମହାସୁହାରସାହିର, ଗୁଡ଼ିଆସାହି ଯାଇଥିଲେ । ଘଟଣା ପରେ ସନ୍ଦେହ ଭିତରକୁ ଆସିଥିବା ବ୍ୟକ୍ତି ଫେରାର । ପୋଲିସ ଛାଉଣୀ ଭିତରେ ଏପରି ଘଟଣାକୁ ନେଇ ଛାନଭିନ୍‌। ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ।

murder
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+