ଚଳିତ ମାସ ଶେଷ ସୁଦ୍ଧା ସରିବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା: ସୁରେଶ ପୂଜାରୀ
ଚଳିତ ମାସ ଶେଷ ସୁଦ୍ଧା ସରିବ ନିଗମ, ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା। BJP କୋର୍ କମିଟି ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ବୈଠକରେ ନିଗମ, କମିଶନ, ଜିଲ୍ଲା ଯୋଜନା ବୋର୍ଡକୁ ନେଇ ଆଲୋଚନା ହୋଇଛି।

ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନକୁ ନେଇ ଆଲୋଚନା ହୋଇଛି ବୋଲି କହିଲେ ସୁରେଶ। ୮ ମାସରେ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ମଧ୍ୟ ଆଲୋଚନା। ସରକାର ଓ ସଂଗଠନ ଭିତରେ କିପରି ସମନ୍ବୟ ରହିବ ସେନେଇ ବି ଆଲୋଚନା ଚାଲିଛି ।












Click it and Unblock the Notifications