ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ!
ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇବେ ସୁର ରାଉତରାୟ। ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସେ ସଙ୍କେତ ଦେଇଛନ୍ତି। କଂଗ୍ରେସ ଟିକେଟରୁ ଜଟଣୀରୁ ଲଢ଼ିବେ ବୋଲି ସୁର ରାଉତରାୟ ଇଶାରା ଦେଇଛନ୍ତି।

ସେ କହିଛନ୍ତି, ଲୋକ ଚାହିଁଲେ ଲଢ଼ିବି । ମୁଁ ଛାଡି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା। ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛି। ଆମ ପାଖରେ ଶକ୍ତି, ସଂଗଠନ ଅଛି ଲଢ଼ିବୁ ଜିତିବୁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି।












Click it and Unblock the Notifications