ମୋକିମଙ୍କ ମନ୍ତବ୍ୟକୁ ସୁର ଜୟଦେବଙ୍କ ନାପସନ୍ଦ, ଏମିତି କରି ଝିଅ କ୍ୟାରିୟରକୁ ନଷ୍ଟ କରୁଛନ୍ତି କହିଲେ ସୁର
ମୋକିମଙ୍କ ଚିଠି, ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା । ସୁର ରାଉତରାୟ, ଜୟଦେବ ଜେନା ଓ ଅନନ୍ତ ସେଠୀ ରଖିଲେ ପ୍ରତିକ୍ରିୟା। ମୋକିମ୍ ଏପରି କରି ଝିଅ କ୍ୟାରିୟରକୁ ନଷ୍ଟ କରୁଛନ୍ତି କହିଲେ ସୁର। ସେ ତାଙ୍କର ବେପାର କରନ୍ତୁ କି ନୂଆ ଦଳ କରିବାର ଥିଲେ କରନ୍ତୁ'। ଯଦି ଚିଠି ଲେଖିଲ ତାହା ପଦାକୁ ଆସିଲା କାହିଁକି ପଚାରିଲେ ସୁର । ହାଇକମାଣ୍ଡକୁ ଜଣାନ୍ତୁ ବୋଲି କହିଛନ୍ତି ସୁର। ସେହି ପରି ମିଡିଆକୁ ଆସିବା ଠିକ୍ ହେଲାନି କହିଲେ ଅନନ୍ତ। ମୁଁ ମୋକିମଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରୁଛି ।













Click it and Unblock the Notifications