ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ
ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ। ୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି।

ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରର ଏକ ମାମଲା ଶୁଣାଣି କରି ରାୟ ଶୁଣାଇଛନ୍ତି କୋର୍ଟ।
ଶିକ୍ଷକଙ୍କ ବାଧ୍ୟତାମୂଳକ ଭାବରେ ଶିକ୍ଷକଯୋଗ୍ୟତା ପରୀକ୍ଷା ପାସ୍ କରିବାକୁ ପଡ଼ିବ।












Click it and Unblock the Notifications