ଓପିଏସସିକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ,କହିଲେ......
ଓଡ଼ିଶା ପବ୍ଲିକ ସର୍ଭିସ କମିସନକୁ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟ। ଓଜେଏସ ପ୍ରଶ୍ନପତ୍ର ମୂଲ୍ୟାଙ୍କନ ପ୍ରସଙ୍ଗକୁ ନେଇ କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟ। ଓପିଏସସିର ଅବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରଶ୍ନପତ୍ର ମୂଲ୍ୟାଙ୍କନରେ ତ୍ରୁଟିକୁ ଅଣଦେଖା କରାଯାଇ ପାରିବନି। ଓପିଏସି ନିଜକୁ ବହୁତ ବଡ଼ ଭାବୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।












Click it and Unblock the Notifications