Get Updates
Get notified of breaking news, exclusive insights, and must-see stories!

ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା, କହିଲେ ଆଉ କିଛି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ

ମିଲରମାନଙ୍କ ସମସ୍ୟାର ସମାଧାନ ହୋଇଛି । ସେମାନଙ୍କ କିଛି ଦାବି ସରକାର ପୂରଣ କରିଛନ୍ତି । ଆଉ କିଛି ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରଖାଯାଇଛି । ସେ ବିଷୟରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Krishna Chandra Patra

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଲରମାନଙ୍କ କଷ୍ଟଡିଆନ ଚାର୍ଜ ବୃଦ୍ଧି ପାଇଁ ଦାବି କରିଥିଲେ । ତାହାପୂରଣ ହୋଇଛି। ମିଲିଂ ଚାର୍ଜ ବଢାଇବା ପାଇଁ ଦାବି କରିଥିଲେ । ତାକୁ ବର୍ତ୍ତମାନ ବିଚାର କରାଯାଉଛି । ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୁବର୍ଣପୁର, ବଲାଙ୍ଗୀର ଏବଂ ନୂଆପଡାରେ ଧାନ କିଣା ଚାଲିଛି। ସମ୍ବଲପୁରରେ ସର୍ବାଧିକ ୫୧, ୭୬୬ ମେଟ୍ରିକ ଟନ, ବରଗଡ଼ରେ ୩୪,୩୦୫ ମେଟ୍ରିକ ଟନ, କଳାହାଣ୍ଡିରେ ୨, ୮୫୦ମେଟ୍ରିକ ଟନ, ନୂଆପଡାରେ ୪୩୮ ମେଟ୍ରିକ ଟନ, ବାଲାଙ୍ଗୀରରେ ୨୨ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୧୫ ମେଟ୍ରିକ ଟନ ଧାନ କିଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+