ଫେରିଲା ସୂର୍ଯ୍ୟ-ଚନ୍ଦ୍ର : ଶ୍ରୀମନ୍ଦିର ଆସିଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ସାମଗ୍ରୀ
ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶେଷରେ ଶ୍ରୀମନ୍ଦିରକୁ ଫେରିଛି ।
ପୁରୀ : ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶେଷରେ ଶ୍ରୀମନ୍ଦିରକୁ ଫେରିଛି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିଳ୍ପୀ ବସନ୍ତ ମହାରଣା । ବେଶ କାରିଗରଙ୍କୁ ସେବାୟତ ଏହି ସୂର୍ଯ୍ୟ-ଚନ୍ଦ୍ର ଫେରାଇଛନ୍ତି ।
ଏଠାରେ ସୂଚନାଥାଉକି, ନାଗାର୍ଜୁନ ବେଶ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶରୁ ସୂର୍ଯ୍ୟ-ଚନ୍ଦ୍ର କେହି ନେଇଯିବା ନେଇ ତନାଘନା ଆରମ୍ଭ ହୋଇଥିଲା । ଏହି ସୂର୍ଯ୍ୟ-ଚନ୍ଦ୍ର ଜଣେ ସେବାୟତଙ୍କ ଘରକୁ ଯାଇଥିବା ଅଭିଯୋଗ ହୋଇଥିଲା ।

ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହି ପରିପ୍ରେକ୍ଷିରେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ-ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ବେଶ ସରିବା ପରେ ସରଞ୍ଜାମକୁ କେଉଁଠି ରଖାଯାଇଥିଲା ଏବଂ ବାସ୍ତବରେ ଏହି ବେଶ ମଧ୍ୟରୁ କିଛି ସାମଗ୍ରୀ ବାହାରକୁ ଯାଇଛି କି ନାହିଁ ତାର ତଦନ୍ତ କରିଥିଲେ । ଆଜି ମହାପ୍ରଭୁଙ୍କର ସୂର୍ଯ୍ୟ-ଚନ୍ଦ୍ର ଫେରାଇଛନ୍ତି ସେବାୟତ ।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications