ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି ; ସୁକାନ୍ତ ପାଣିଗ୍ରାହୀ

ନବୀନଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ । ନବୀନଙ୍କ ଆଭିମୁଖ୍ୟକୁ କାଉଣ୍ଟର କଲେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିଜେପିକୁ ବିରୋଧ କରିବାକୁ ଯାଇ ତାମିଲନାଡୁର ଶରଣ ପଶିଛନ୍ତି' । ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି, ଆତ୍ମସମୀକ୍ଷା କରିବା ଦରକାର । ଡିଲିମିଟେସନ୍‌ ପାଇଁ କୌଣସି ଗାଇଡଲାଇନ୍‌ ଆସିନି ।ଡିଲିମିଟେସନ ନିୟମିତ ପ୍ରକ୍ରିୟା, ନବୀନ ନଈ ନ ଦେଖି ଲଙ୍ଗଳା ହେଉଛନ୍ତି' ।

Sukanta Panigrahi

ଏହାଦ୍ବାରା ଓଡ଼ିଶାର କ୍ଷତି ହେବନି, ଲାଭ ହେବ- ସୁକାନ୍ତ ପାଣିଗ୍ରାହୀ । ବିଜେଡି ବିରୋଧ କରୁଛି, ଅର୍ଥାତ ବିଜେଡି ଓଡ଼ିଶା ବିରୋଧୀ' । ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ-ବିଜେଡି ଅଘୋଷିତ ମେଣ୍ଟ' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+