୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ

Sujata Rout Karthikeyan: ୬ ମାସ ପାଇଁ ଛୁଟି ନେଲେ ଭିକେ ପାଣ୍ତିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି କାରଣ ଦେଖାଇ ୬ ମାସ ପାଇଁ ନେଲେ ଛୁଟି । ସେ ଜୁନରୁ ନଭେମ୍ବର ପର୍ଯ୍ୟନ୍ତ ଛୁଟିରେ ରହିବେ । ସୁଜାତା ରାଉତ କାର୍ତ୍ତିକେୟନ ମିଶନ ଶକ୍ତିର ଅପସାରଣ ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି ।

Sujata Rout Karthikeyan

ସୂଚନାଥାଉ ଯେ, ପୂର୍ବରୁ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତିର ଦାୟିତ୍ୱରେ ଥିଲେ ହେଲେ ବିଜେପିର ଅଭିଯୋଗ ପରେ ତାଙ୍କୁ ହଟାଇ ଦିଆଯାଇଥିଲା । ସାଧାରଣ ବିଭାଗର ନିର୍ଦ୍ଦେଶାବଳୀରେ ସୁଜାତା ମେ'୧୦ ତାରିଖରୁ ଛୁଟିରେ ରହିଛନ୍ତି । ସେ ଝିଅର ପରୀକ୍ଷା କାରମ ଦର୍ଶାଇ ୬ ମାସ ଅର୍ଥାତ୍ ମେ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ଛୁଟି ନେଇଛନ୍ତି । ତେବେ ଜୁନ୍ ୫ ତାରିଖରେ ତାଙ୍କ ଛୁଟି ମଞ୍ଜୁର ହୋଇଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+