ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ; ୪୭ ଜଣଙ୍କ ମୃତ୍ୟୁ

ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି । ସେ କହିଛନ୍ତି , ସ୍ଥାନୀୟ ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି । ତୁର୍ବତ ସହରରୁ ୮ କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପାଇଁ ବିଏଲଏ ନିଜକୁ ଦାୟୀ କରିଛି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।

pakistan Army jawan
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+