ବିଜୟ ବିଜେଡି କର୍ମୀଙ୍କୁ ବିଜେଡି ସୁପ୍ରୀମୋଙ୍କୁ ଏମିତି ବାର୍ତ୍ତା

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ବୈଠକ ଶେଷ ହୋଇଛି। ଦଳର ସଭାପତି ନବୀନ ନିବାସଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା। ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ନବନିର୍ବାଚିତ ପ୍ରତିନିଧି ମନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ବୈଠକରେ ବିଜେଡି ସୁପ୍ରିମୋ ନିଜନିଜ ଅଞ୍ଚଳବାସୀଙ୍କ ସହ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଏଭଳି ପରାଜୟ କାହିଁକି ହେଲା ସେ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି କମିଟିରେ ବରିଷ୍ଠ ନେତାମାନେ ରହିବେ। ଖୁବଶୀଘ୍ର କମିଟି ଗଠନ ହେବ।

Naveen pattnaik

ନବୀନ ନିବାସରେ ଆୟୋଜିତ ବୈଠକରେ ଦଳର ନେତା ଭିକେ ପାଣ୍ଡିଆନ ଉପସ୍ଥିତ ନଥିଲେ। ଗଣେଶ୍ୱର ବେହେରା, ସତେନ୍ଦ୍ର ହରିପାଲ, ନବ ମଲ୍ଲିକ, ଦେବି ରଞ୍ଜନ ତ୍ରିପାଠୀ, ସଂଜୀବ ମଲ୍ଲିକ, ଚକ୍ରପାଣି କହ୍ନର, ଅଭିମନ୍ୟୁ ସେଠି, ବଦ୍ରି ପାତ୍ର, ବିଶ୍ୱ ମଲ୍ଲିକ, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ଜେନା, ଅରବିନ୍ଦ ମହାପାତ୍ର, ବିଭୁତି ବଳବନ୍ତରାୟ, ରମେଶ ବେହେରାଙ୍କ ସମେତ ଅନ୍ୟମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+