ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ନଦୀ ବିପଦ ସଂକେତ ତଳେ; ମହାନଦୀରେ ୬୦ ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା

ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ । ସୂଚନା ଦେଲେ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି।
ଝାଡ଼ଖଣ୍ଡରେ ସୃଷ୍ଟ ଘୂର୍ଣ୍ଣିବଳୟ ମହାନଦୀ ଓ ବୈତରଣୀ ବେସିନର ଉପରମୁଣ୍ଡରେ ହେବ ।

ହୀରାକୁଦ ପାଇଁ ବିପଦ ନାହିଁ, ବୈତରଣୀ ଉପରମୁଣ୍ଡରେ ବର୍ଷା ହେବ । ଅସମୟରେ ବର୍ଷା କାରଣରୁ ଗାଁ ଭିତରୁ ପାଣି ଛାଡ଼ୁନି । ଝାଡ଼ଖଣ୍ଡ ଚାନ୍ଦିଲିର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

Subranarekha Burhabalang Jalaka rivers under danger signal

ଘାଇ କେଉଁଠି ବି ହୋଇନି, ବର୍ଷାର ପରିମାଣ ସବୁଠି ଅଧିକ ରହୁନି । ମହାନଦୀରେ ୬୦ ମି.ମି, ବ୍ରାହ୍ମଣୀରେ ୩୦ ମି.ମି ବର୍ଷା ହୋଇଛି ।
ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ ।

ବାଦଲ ଫଟା ବର୍ଷାର ସମ୍ଭାବନା ନାହିଁ, ଡ୍ୟାମ୍ ଅବବାହିକାରେ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+