Subhadra Yojana: ୧୫ ଦିନରେ ସରିବ 'ସୁଭଦ୍ରା' ରିଜେକ୍ସନ ଯାଞ୍ଚ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Subhadra Yojana: 'ସୁଭଦ୍ରା'ଯୋଜନାକୁ ନେଇ ବଡ଼ ଖବର । ୧୫ ଦିନ ମଧ୍ୟରେ ସରିବ 'ସୁଭଦ୍ରା' ରିଜେକ୍ସନ ଯାଞ୍ଚ ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମାଲକାନଗିରି, ଗଜପତି, କୋରାପୁଟ ଜିଲ୍ଲାରେ ଅଧିକ ରିଜେକ୍ସନ ହୋଇଛି ଯେଉଁଥି ପାଇଁ ଏହି ସମସ୍ତ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

Subhadra Yojana

ଉପମୁଖ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାର, ପ୍ରଥମେ ଅର୍ଥାତ୍ ଆସନ୍ତାକାଲି ମାଲକାନଗିରିରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ୨୦୨୫ ମାର୍ଚ୍ଚ ୭ ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ । ସେହିପରି ମାର୍ଚ୍ଚ ୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ନଭେମ୍ବର ୨୬ ତାରିଖରେ ଏନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+