ଆଜି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା
ଆଜି ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଆଜି ମିଳିବ । କୋଟିଏରୁ ଅଧିକ ମହିଳା ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାରେ ସିଧା ସଳଖ ପଞ୍ଚମ ପର୍ଯ୍ୟାୟ ଟଙ୍କା ଯିବ । ପୂର୍ବରୁ ପ୍ରଥମ କିସ୍ତିର ଚାରିଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ସୁଭଦ୍ରା ସହାୟତା ଟଙ୍କା ପାଇ ସାରିଛନ୍ତି ।













Click it and Unblock the Notifications