ସୁଭଦ୍ରା ଯୋଜନା: ଦ୍ୱିତୀୟ କିସ୍ତିରେ ବାଦ ପଡିଛନ୍ତି ୧ ଲକ୍ଷ ୮୯ ହଜାର ମହିଳା

Subhadra Yojana: ଦ୍ୱିତୀୟ କିସ୍ତିରେ ବାଦ ପଡିଛନ୍ତି ୧ ଲକ୍ଷ ୮୯ ହଜାର ମହିଳା । ସୁଭଦ୍ରା ପ୍ରଥମ ଓ ଦ୍ୱିତୀୟ କିସ୍ତି ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସେ ଦେଇଥିବା ସୂଚନା ଅନୁସାରେ, ୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ଦ୍ୱିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣଙ୍କୁ ମିଳିଥିଲା ସୁଭଦ୍ରା ଟଙ୍କା ।

Subhadra Yojana

ସେହିପରି ପ୍ରଥମ କିସ୍ତିରେ ୫ ହଜାର ୩୨ କୋଟି ୯୩ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଦ୍ୱିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ଟଙ୍କା ଦେଇଛନ୍ତି ସରକାର । ହେଲେ ଦ୍ୱିତୀୟ କିସ୍ତିରେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ୮୩ ହଜାର ମହିଳା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+