ସୁଭଦ୍ରା ହିତାଧିକାରୀ ଓ ଲକ୍ଷପତି ଦିଦି ସୃଷ୍ଟିରେ କେନ୍ଦ୍ରାପଡ଼ା ନଂ ୱାନ୍‌’ , ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ାରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । 'ବଳଦେବଜୀଉ ମନ୍ଦିର ପରିକ୍ରମା ଓ ବିକାଶ ନେଇ ପଦକ୍ଷେପ ନିଆଯିବ' । ଜମ୍ବୁ-ମାର୍ଶାଘାଇ କେନାଲ ନେଇ ମଧ୍ୟ ଆଲୋଚନା ହୋଇଛି' । ଆଉ ଥରେ ଆସିବାକୁ ପଡ଼ିବ, ଆସିଲେ ଅନେକ ଭିତ୍ତିପ୍ରସ୍ତର ପଡ଼ିବ' । ସୁଭଦ୍ରା ହିତାଧିକାରୀ ଓ ଲକ୍ଷପତି ଦିଦି ସୃଷ୍ଟିରେ କେନ୍ଦ୍ରାପଡ଼ା ନଂ ୱାନ୍‌' ।

mohan majhi
ମେଡିକାଲ୍‌ କଲେଜ ଓ ଆର୍ସେଲର ମିତଲ ଶିଳ୍ପ ନେଇ ସମୀକ୍ଷା ହୋଇଛି' ବୋଲି କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+