ବେଆଇନ୍ ବାଲି ଚାଲାଣ ଯାଞ୍ଚ ବେଳେ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା ହାଇୱା , ଡ୍ରାଇଭର ଅଟକ
ପଦ୍ମପୁର ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ବେଆଇନ୍ ବାଲି ଚାଲାଣ ଯାଞ୍ଚ ବେଳେ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ପିଟିଲା । ଜଗଦଲପୁର ଥାନା ସରେଇକେଲାରେ ବାଲି ଗାଡ଼ିକୁ ଅଟକାଇବା ବେଳେ ଧକ୍କା । ଅଳ୍ପକେ ବର୍ତ୍ତିଲେ ଉପଜିଲ୍ଲାପାଳ ସ୍ନେହା ଅରଗୁଲା, ହାଇୱା ଡ୍ରାଇଭର ଅଟକ ।













Click it and Unblock the Notifications