ବୋଷ କଲେଜରେ ଛାତ୍ର ଅଶାନ୍ତି, କରୋନା ଟେଷ୍ଟ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ବୋଷ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି । କରୋନା ଟେଷ୍ଟ ଦାବିରେ କଲେଜ ଆଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।
କଟକ: ବୋଷ ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି । କରୋନା ଟେଷ୍ଟ ଦାବିରେ କଲେଜ ଆଗରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ଛାତ୍ରଛାତ୍ରୀ । କଲେଜରୁ ୩ ପଜିଟିଭ ଚିହ୍ନଟ ପରେ ବି ନିରବ କର୍ତ୍ତୃପକ୍ଷ । କର୍ତ୍ତୃପକ୍ଷଙ୍କ ଅବହେଳା ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ।













Click it and Unblock the Notifications