ଅନ୍ଲାଇନ ଗେମ୍ ଖେଳିବାକୁ ମନା କରିବାରୁ ବାପା ଝୁଲିପଡ଼ିଲେ ଛାତ୍ର
ଫୋନ ବାରଣ କରିବାରୁ ପ୍ରାଣ ହାରିଦେଲେ ନାବାଳକ। ସିଂଲା ଥାନା ଜଣଶୁଳି ଗାଁରେ ନାବାଳକ ପ୍ରାଣି ହାରିଦେଇଛି। ଶୌଚାଳୟରେ ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଛନ୍ତି ନାବାଳକ।

ସୂଚନାନୁଯାୟୀ, ଆତ୍ମହତ୍ୟା କରିଥିବା ନାବାଳକ ଅଷ୍ଟମ ଶ୍ରେଣୀର ଛାତ୍ର। ବର୍ତ୍ତମାନ ଫୋନ ନିଶା ସମସ୍ତଙ୍କୁ ବାଇଆ କରିଛି। ଏହି ଫୋନ ପାଇଁ ଅନେକ ଲୋକେ ହତ୍ୟା ମଧ୍ୟ କରିବାକୁ ପଛାଉ ନାହାନ୍ତି। ବର୍ତ୍ତମାନ ଏହି ଘଟଣାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।












Click it and Unblock the Notifications