ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ: ଉଚ୍ଚଶିକ୍ଷା ମନ୍ତ୍ରୀ

ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ। ଏ ନେଇ ବଡ ବୟାନ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଦୀର୍ଘ ୭ ବର୍ଷ ହେବ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଗତ ବର୍ଷ ସରକାର ବଦଳିବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରଙ୍କ ମଧ୍ୟରେ ଆଶାର ଦ୍ବୀପ ଜଳିଥିଲା । ଆଉ ଛାତ୍ରଛାତ୍ରୀଙ୍କ ଏହି ଆଶାରେ ଘିଅ ଢାଳିଥିଲା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ । ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଗତ ଜୁନରେ ମନ୍ତ୍ରୀ କହିଥିଲେ କି, ଛାତ୍ର ସଂସଦ ନିର୍ବାଚନ ନେଇ ବିଚାର ବିମର୍ଶ ଚାଲିଛି । ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଛାତ୍ର ସଂଗଠନର ଦାବି ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ମନ୍ତ୍ରୀ । ହେଲେ ଯଥେଷ୍ଟ ସମୟ ନଥିବାରୁ ଏ ବର୍ଷ ନୁହେଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି କହିଥିଲେ ।

Student union elections before Dussehra
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+