Get Updates
Get notified of breaking news, exclusive insights, and must-see stories!

ବିଜେବି କଲେଜରେ ଛାତ୍ର ଉତ୍ତେଜନା: ଗିରଫ ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଦାବି

ଭୁବନେଶ୍ୱର: ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ । କଲେଜର ଜଣେ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପରେ ଏହାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି ଯେ, ତୁରନ୍ତ ପୋଲିସ ଉଠାଇ ନେଇଥିବା ଛାତ୍ରଙ୍କୁ ଛଡାଯାଉ । ନଚେତ୍ ପ୍ରତିବାଦ ଜାରି ରହିବ ।

BJB College

ସୂଚନା ଅନୁସାରେ, ଉକ୍ତ ଛାତ୍ର ଜଣ ପୂର୍ବରୁ ଏକ ଗଣ୍ତୋଗୋଳରେ ସାମିଲେ ଥିବା ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ହେଲେ ପରବର୍ତ୍ତି ସମୟରେ କିଛି ଛାତ୍ରଛାତ୍ରୀ ଦାବି କରିଥିଲେ ଯେ, ତାଙ୍କର କୌଣସି ଗଣ୍ତଗୋଳରେ ସମ୍ପୃକ୍ତି ନାହିଁ । କଲେଜରେ ସତରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ନ କରି, ପୋଲିସ ଜଣେ ନିର୍ଦ୍ଦୋଷ ଛାତ୍ରଙ୍କୁ କରି ନେଇଛି, ଯାହାକୁ ବିରୋଧ କରି ବର୍ତ୍ତମାନ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+