ଖଣି ମାଫିଆଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ

ସୁନ୍ଦରଗଡ଼ ଖଣି ଚୋରି ମାମଲାରେ ବଡ ବୟାନ ଦେଲେ ମନ୍ତ୍ରୀ ବିଭୂତି ଜେନାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । 'ଖଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ' । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।' ସୁନ୍ଦରଗଡ଼ ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବ' ।

ଭିଜିଲାନ୍ସ SIT ଗଠନ କରି ଖଣିଚୋରିର ତଦନ୍ତ ହେବ' । ସୁନ୍ଦରଗଡ଼ ହେମଗିରିରୁ ୨୨ଟି ଖଣିରୁ ଉତ୍ତୋଳନ ହୋଇଛି' । ପ୍ରାୟ ୯୮୪୩ ମେଟ୍ରିକ୍ ଟନ୍ ଖଣି ଉତ୍ତୋଳନ କରାଯାଇଛି' । ୨ କୋଟିରୁ ଅଧିକ ଟଙ୍କାର ଖଣି ଚୋରି ହୋଇଛି' । ଖଣି ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ।

says minister
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+