Get Updates
Get notified of breaking news, exclusive insights, and must-see stories!

'ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନ ପହଞ୍ଚିଲେ ଅଧିକାରୀଙ୍କ ଉପରେ ହେବ କଢ଼ା କାର୍ଯ୍ୟାନୁଷ୍ଠାନ'

ନିର୍ଦ୍ଧାରିତ ସମୟରେ ଲୋକଙ୍କ ପାଖରେ ପାନୀୟ ଜଳ ନ ପହଞ୍ଚିଲେ ଅଧିକାରୀଙ୍କ ଉପରେ ହେବ କଢ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।

water

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର ଆକ୍ସନ ନେଉଥିଲେ ବର୍ତ୍ତମାନ ଅଧିକାରୀ ଙ୍କ ଉପରେ ବି ଆକ୍ସନ ହେବ ବୋଲି ନିଷ୍ପତ୍ତି ହୋଇଛି । ଆମର ଲକ୍ଷ୍ୟ ୨୦୨୭ ସୁଦ୍ଧା ସମସ୍ତଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇବା । ସେଥିରେ ଯିଏ ବି ବାଧକ ସାଜିବ ବା କାର୍ଯ୍ୟରେ ଅବହେଳା କରିବ ତା ଉପରେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+