ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ; ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ
ଇସ୍କନରେ ବର୍ଷା ଜଳ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ । ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ସମାଧାନ କରାଯାଉଛି । ବର୍ଷା ପୂର୍ବରୁ ଡ୍ରେନ୍ର ସମସ୍ତ ସମସ୍ୟା ସମାଧାନ କରାଯିବ ।

ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଇବାକୁ କୁହାଯାଇଛି । ଡ୍ରେନ୍ ସଫେଇ କାମକୁ ତ୍ୱରାନ୍ୱିତ କରାଯାଇଛି ।












Click it and Unblock the Notifications