ଶ୍ରୀମନ୍ଦିରରେ ଅଘଟଣ: ନୃସିଂହ ମନ୍ଦିରରେ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର
ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଆହତ ସେବାୟତ ହେଲେ କୁନୁ ମହାପାତ୍ର ।
ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ସେବାୟତଙ୍କ ଉପରେ ଖସିଲା ମୁର୍ତ୍ତୀ । ମୂର୍ତ୍ତି ଖସି ଜଣେ ସେବାୟତ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଆହତ ସେବାୟତ ହେଲେ କୁନୁ ମହାପାତ୍ର । ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ତାଙ୍କ ଉପରେ ପଡିଥିବା ସୂଚନା ମିଳିଛି ।

ମୂର୍ତ୍ତି ଖସି ସେବାୟତଙ୍କ ଗୋଡ ଉପରେ ପଡିଥିବା ବେଳେ ସେବାୟତ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେବାୟତ । ଗୁରୁତର ସେବାୟତଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତ କରାଯାଇଛି ।












Click it and Unblock the Notifications