Get Updates
Get notified of breaking news, exclusive insights, and must-see stories!

ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ ନିର୍ବାଚନ; ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ

ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ । ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ ଅନୁଷ୍ଠିତ ହେବ । ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ ହେବ । ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ କରିବେ ମତଦାନ ।

High court

ସକାଳ ୮ ଟାରୁ ଦିନ ୩ ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ନିୟମ ମୁତାବକ ଜଣେ ଆଇନଜୀବୀ କେବଳ ଗୋଟିଏ ବାର ପାଇଁ ମତ ଅଧିକାର ସାବ୍ୟସ୍ତ କରି ପାରିବେ ।

ହାଇକୋର୍ଟ ବାର ଆସୋସିଏସନର ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, ସହକାରୀ ସମ୍ପାଦକ ସହ କାର୍ଯ୍ୟକାରୀ ସଦସ୍ୟ ଭଳି ବିଭିନ୍ନ ପଦ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+