ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ଘୋଷଣା । nbsp;ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ୩ଟି ସ୍ତରରେ ପୁରସ୍କାର ଦିଆଯିବା ନେଇ ମନ୍ତ୍ରୀଙ୍କ nbsp;ସୂଚନା nbsp;।