ମଙ୍କିପକ୍ସ ନେଇ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ,ଜିଲ୍ଲାସ୍ତରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ
State Is Getting Prepared For MoneyPox : District Level Awareness Programms Organised By Health Inspectors ମଙ୍କିପକ୍ସ ନେଇ ସରକାର ପ୍ରସ୍ତୁତି ଆରମ୍ଭ ,ଜିଲ୍ଲାସ୍ତରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ବିଶ୍ୱର ୭୮ଟି ଦେଶରେ ମଙ୍କି ଫକ୍ସ ନିଜ କାୟା ବିସ୍ତାର କରିବାରେ ଲାଗିଛି । ୨୧ ହାଜର ରୋଗୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଭାରତରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଭାରତରେ ମୋଟ୍ ୪ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରୁ ଜଣେ ଚିହ୍ନଟ ହୋଇଥିବା ବେଳେ କେରଳରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶକ ଏପରି ସ୍ଥିତିକୁ ନଜରରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ମଙ୍କିଫକ୍ସକୁ ନେଇ ଆଜି ଉଚ୍ଚ ସ୍ତରୀୟ ବୈଠକ ହୋଇଛି । ଭାରତର ୧୫ଟି ସ୍ଥାନରେ ମଙ୍କିଫକ୍ସର ନମୁନା ପରୀକ୍ଷଣ ବ୍ୟବସ୍ଥା କରାଯାଇଛି ଖୁବ ଶିଘ୍ର ରାଜ୍ୟର ରାଜଧାନୀ ଭୁବନେଶ୍ୱରର ଆରଏମ୍ଆରସି ଠାରେ ଏହାର ନମୁନା ପରୀକ୍ଷଣ କରାଯିବା ପାଇଁ ବ୍ୟବସ୍ଥା କରାଯିବ ।
ସେପଟେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ମଙ୍କିପକ୍ସର ଚିକିତ୍ସାର ପ୍ରସ୍ତିତି ପାଇଁ ମେଡିସିନ୍ ବିଭାଗ ପ୍ରଫେସର ଡ଼ଃ ଜୟନ୍ତ ପଣ୍ତାଙ୍କ ଉପସ୍ଥିତିରେ ଏକ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟୀ ଗଠନ କରାଯାଇଛି । ଆଗକୁ ପ୍ରତ୍ୟତ ଜିଲ୍ଲାରେ ଥିବା ମେଡ଼ିସିନ୍,ପେଡ଼ିଆଟ୍ରିକ୍ , ସ୍କିନ୍ ଆଣ୍ତ ଭିଡି଼ ଡାକ୍ତରଙ୍କୁ ମଙ୍କି ପକ୍ସର ଚିକିତ୍ସା ପାଇଁ ତାଲିମ ଦିଆଯିବ । ଯାହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗ ଦର୍ଶିକା ଜାରି କରାଯିବ।

ମଙ୍କପକ୍ସ ଲକ୍ଷଣ: ଏହା ଚିକେନ୍ ପକ୍ସ ଓ ମିଳିମିଳା ପରି ଏକ ରୋଗ , ଯାହା କାଶିବା ଓ ନିଶ୍ୱାସ ପ୍ରଶ୍ୱାସରୁ ବ୍ୟାପିଥାଏ । ଜ୍ଵର ହେଇ ଗଳାରେ ଗୁଳା ହୁଏ, ହାତ ଓ ଗୋଡ ଆଗ ଜାଗାରେ ଘା ହୋଇ ଫୋଟକା ହୁଏ ,ଦେହ ହାତ କୁଣ୍ତାଇ ହେବା ,ଦୁର୍ବଳ ଲାଗିବା ,ପିଠିରେ ଯନ୍ତ୍ରଣା ହେବା ,ଭଳି ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଏପରି ଲକ୍ଷଣ ଦେଖା ଦେଲେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଜାଣନ୍ତୁ, ଏବଂ ନିଜକୁ ଆଇସୋଲେଟରେ ରଖିବା ଉଚିତ୍ ।
-
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ












Click it and Unblock the Notifications