ରାଜ୍ୟରେ ହେବ ୨୦ଟି ନୂଆ NAC, ସୂଚନା ଦେଲେ ମନ୍ତ୍ରୀ
Odisha News: ରାଜ୍ୟରେ ହେବ ୨୦ଟି ନୂଆ NAC । ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହେଲା ପ୍ରକ୍ରିୟା । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହବେ NAC । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଅନୁସାରେ ବର୍ତ୍ତମାନ ୧୭ ପ୍ରତିଶତ ସହରାଞ୍ଚଳ ରହିଛି ଯାହାକୁ ୩୦ ପ୍ରତିଶତ ବୃଦ୍ଧି କରାଯିବାର ଯୋଜନା କରାଯାଇଛି ।













Click it and Unblock the Notifications