Get Updates
Get notified of breaking news, exclusive insights, and must-see stories!

କୋରୋନା ଯୋଦ୍ଧାଙ୍କ ଚିକିତ୍ସାକୁ ଅଧିକ ଗୁରୁତ୍ବ

ରାଜ୍ୟ ସମସ୍ତ କୋରୋନା ଯୋଦ୍ଧାଙ୍କୁ ସ୍ପେସାଲ ଟ୍ରିଟମେଣ୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପସଚିବ ।

ଭୁବନେଶ୍ବର: ଦେଶରେ 2ୟ ପର୍ଯ୍ୟୟ କୋରୋନା ଲହରୀର ସମ୍ଭାବନା ଦେଖାଯିବା ବେଳେ ଏପଟେ ତତ୍ପର ହେଲେଣି ରାଜ୍ୟ ସରକାର । ରାଜ୍ୟ ସମସ୍ତ କୋରୋନା ଯୋଦ୍ଧାଙ୍କୁ ସ୍ପେସାଲ ଟ୍ରିଟମେଣ୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପସଚିବ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ତେବେ କରେନାରେ ସଂକ୍ରମିତ ହେଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଚିକିତ୍ସାକୁ ଗୁରୁତ୍ୱ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଏମଇଟି ଓ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ ଯୋଦ୍ଧାଙ୍କ ଚିକିତ୍ସାକୁ ଗୁରୁତ୍ବର ସହିତ ଭୁବନେଶ୍ବର ସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ କରାଯିବାକୁ ନିର୍ଦ୍ଦେଶ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+