EV ପଲିସି-୨୦୨୧ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା, ଆସିବ EV ପଲିସି 2.O; ପ
EV ପଲିସି-2021 ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା । ଆସିବ EV ପଲିସି 2.0; ପରିବହନ ଓ ଶକ୍ତି ବିଭାଗର ମିଳିତ କର୍ମଶାଳା । 2036 ସୁଦ୍ଧା 50 ପ୍ରତିଶତ ଯାନକୁ BEV କରିବା ଲକ୍ଷ ରଖାଯାଇଛି । 2021 ରେ EV ବିକ୍ରି ଥିଲା 1.16% । କିନ୍ତୁ ଜୁନ 2025 ସୁଦ୍ଧା 8.71% ବିକ୍ରି ହୋଇଥିବା ସୂଚନା ମିଳିଛି ।

ତେବେ ବର୍ତ୍ତମାନ ରାଜ୍ୟରେ ରହିଛି 550 ପବ୍ଲିକ ଚାର୍ଜିଂ ଷ୍ଟେସନ । ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଚାର୍ଜିଂ ଷ୍ଟେସନ ବୃଦ୍ଧି ପାଇଁ STA ର ପ୍ରସ୍ତାବ ।












Click it and Unblock the Notifications