ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର; ସବୁ ଜିଲ୍ଲାପାଳ, RDCଙ୍କ ଛୁଟି ବାତିଲ , କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ

ରାଜ୍ୟରେ ସମସ୍ତ କଲେକ୍ଟର ଓ ଆରଡିସିଙ୍କ ଛୁଟି ବାତିଲ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି । ଛୁଟି ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ସମସ୍ତ ଜିଲ୍ଲାପାଙ୍କୁ ଅତିରିଙ୍କ ସଚିବଙ୍କ ଚିଠି । ଛୁଟିରେ ଥିବା ଅଧିକାରୀ ତୁରନ୍ତ ଚାକିରିରେ ଯୋଗ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

leave cancelled

ଆରଡିସି. କଲେକ୍ଟର ଏବଂ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କାର୍ଯ୍ୟରେ ତୁରନ୍ତ ଯୋଗ ଦେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି । ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ପାକିସ୍ତାନ-ଭାରତ ଯୁଦ୍ଧକୁ ନଜରରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଦିଲ୍ଲୀ, ହରିୟାଣା, ଗୁଜୁରାଟ , ରାଜସ୍ଥାନ ଆଦି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+