Get Updates
Get notified of breaking news, exclusive insights, and must-see stories!

ବେଆଇନ ଧାନ ଚାଲାଣକୁ ନେଇ ଆକ୍ସନରେ ରାଜ୍ୟ ସରକାର, ସିଲ୍ ହେଲା ସୀମାନ୍ତବର୍ତ୍ତୀ ରାଜ୍ୟର ସୀମା

ଚୋରି ରୋକିବାକୁ ଆକ୍ସନ ମୁଡରେ ରାଜ୍ୟ ସରକାର । ସୀମାନ୍ତବର୍ତ୍ତୀ ରାଜ୍ୟର ସୀମାକୁ ସିଲ କରିଛନ୍ତି ସରକାର। ଏହାସହ ସନ୍ଦେହଜନକ ସ୍ଥାନ ଏବଂ ସମସ୍ତ ସୀମାରେ ସିସିଟିଭିକୁ ପୂର୍ବରୁ ସ୍ଥାପନ ମଧ୍ୟ କରାଯାଇଛି ।

ବର୍ତ୍ତମାନ ୨୦୨୫-୨୬ ଖରିଫ ଧାନ ସଂଗ୍ରହ ଚାଲିଛି। ଫଳରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆମ ଜିଲ୍ଲାକୁ ବେଆଇନ ଭାବରେ ଧାନ ଚାଲାଣ ହେବାର ଆଶଙ୍କା ରହିଛି। ସେଥିପାଇଁ ସୀମାକୁ ସିଲ୍‌ କରିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର MSP ଅଧିକ।

State

ତେଣୁ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟଗୁଡ଼ିକରୁ ଆମ ଜିଲ୍ଲାଗୁଡ଼ିକୁ ସଂଯୋଗକାରୀ RD ରାସ୍ତା ଦେଇ ଧାନର ବେଆଇନ ପରିବହନକୁ ରୋକିବା ପାଇଁ ସୀମାନ୍ତକୁ ସିଲ କରାଯାଇଛି । ଏହାସହ ଓଡ଼ିଶା - ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର CCTV କ୍ୟାମେରା ପୂର୍ବରୁ ସ୍ଥାପନ କରାଯାଇଛି। ଧାନର କଳାବଜାରୀ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+