ବୁଣାକାର ଶ୍ରମିକଙ୍କ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର, ପୁରୁଷ ୬ ହଜାର, ମହିଳାଙ୍କ ଭତ୍ତା ୭ ହଜାରକୁ ବୃଦ୍ଧି

ବଢ଼ିଲା ବୁଣାକାରଙ୍କ ଭତ୍ତା । ପୁରୁଷ ବୁଣାକାର ଶ୍ରମିକଙ୍କ ଭତ୍ତାରେ ୬ ହଜାର ଟଙ୍କା ବୃଦ୍ଧି ଘୋଷଣା କଲେ ମୋହନ ମାଝୀ । ସେହିପରି ମହିଳା କର୍ମଚାରୀଙ୍କ ଭତ୍ତା ୭ ହଜାରଟଙ୍କାକୁ ବୃଦ୍ଧି କରିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆରମ୍ଭ ହେଲା ଓଡ଼ିଶା ଟେକ୍ସ-୨୦୨୫ । ଲୋକସେବା ଭବନରେ ଏ ନେଇ ଆୟୋଜିତ କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

mohan majhi

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୋହନ କହିଛନ୍ତି, ଓଡ଼ିଶାର ବସ୍ତ୍ର ପୂରା ଭାରତରେ ପହଞ୍ଚିବ । ସମ୍ବଲପୁର, ମାଣିଆବନ୍ଧ, ବ୍ରହ୍ମପୁର ଶାଢ଼ୀ ଲୋକପ୍ରିୟ । ରୋଜଗାର କ୍ଷେତ୍ରରେ ବୃଦ୍ଧି ଆରମ୍ଭ ଲକ୍ଷ୍ୟ ବୋଲି ମୋହନ ମାଝୀ କହିଛନ୍ତି । ସବୁକ୍ଷେତ୍ରରେ ବ୍ୟବସାୟୀଙ୍କୁ ସ୍ଥାନ ଦିଆଯିବ । ୩୩ ଏମଓୟୁ ସ୍ୱାକ୍ଷରିତ, ୭୮୦୮ କୋଟି ପୁଞ୍ଜୀ ନିବେଶ ସାଙ୍ଗକୁ ରାଜ୍ୟରେ ୫୩ ହଜାର ୩୦୦ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+