ପୁରୁଣା ଗାଡ଼ି ବ୍ୟବହାର ଅବଧି ବଢ଼ାଇଲେ ରାଜ୍ୟ ସରକାର

ପୁରୁଣା ଗାଡ଼ି ବ୍ୟବହାର ଅବଧି ବଢ଼ାଇଲେ ରାଜ୍ୟ ସରକାର । ଗାଡ଼ି ବ୍ୟବହାର ନିୟମରେ ପରିବର୍ତ୍ତନ କରିଛନ୍ତି ମୋହନ ସରକାର । ୧୫ରୁ ୨୦ ବର୍ଷକୁ ବଢ଼ିଲା ଗାଡ଼ି ବ୍ୟବହାର ସମୟ ସୀମା । ପୂର୍ବରୁ ୧୫ ବର୍ଷ ପୁରୁଣା ଗାଡ଼ି ବ୍ୟବହାରରେ କଟକଣା ଲଗାଇଥିଲା ବିଜେଡି ସରକାର ।

vehicles

ସରକାରଙ୍କ ଏ ନିଷ୍ପତ୍ତି ଅନେକଙ୍କୁ ଦେବ ଆଶ୍ୱସ୍ତି । କାରଣ ଲୋକମାନଙ୍କ ୧୫ ବର୍ଷ ପୁରୁଣା ଗାଡ଼ି ଭଲ କଣ୍ଡିସନରେ ରହିଥିବାବେଳେ ସେଗୁଡ଼ିକୁ ଚଲାଇବାରେ କଟକଣା ଲାଗିଥିଲା । ଯାହା ପାଇଁ ସାଧାରଣ ଲୋକଙ୍କଠାରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+