Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାରଙ୍କୁ ‘ନିପା' ଚିନ୍ତା , ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ୟ ସରକାରଙ୍କୁ 'ନିପା' ଚିନ୍ତା । ନିପା ଭାଇରସ୍କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡାକିଲା ବଡ଼ ବୈଠକ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନର ଦ୍ୱତୀୟ ମହଲାରେ ବସିବ ବୈଠକ ।

Nipah

କିଛି ଦିନ ତଳେ ପଶ୍ଚିମବଙ୍ଗରେ ନିପା ଭାଇରସ୍ ବ୍ୟାପିଥିବା ଖବର ଓଡ଼ିଶା ଲୋକଙ୍କୁ ଆତଙ୍କିତ କରିଛି । ପଶ୍ଚିମବଙ୍ଗକୁ ପ୍ରତିଦିନ ଓଡ଼ିଆ ଲୋକ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛନ୍ତି । ତେଣୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡ଼ାକିଛନ୍ତି ସ୍ବାସ୍ଥ୍ୟ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+