ଲଭର୍ସ ପଏଣ୍ଟ'କୁ ନେଇ ଚିନ୍ତାରେ ରାଜ୍ୟ ସରକାର; ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଲଭର୍ସ ପଏଣ୍ଟ'କୁ ନେଇ ଚିନ୍ତାରେ ରାଜ୍ୟ ସରକାର । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୁରକ୍ଷା ଯୋଗାଇବାକୁ ଦୁଇ ଥର ବୈଠକ ବସି ସାରିଲାଣି । ଗୋପାଳପୁର ଘଟଣାରେ ରାତିକ ଭିତରେ ଅଭିଯୁକ୍ତଙ୍କୁ ଧରାଯାଇଛି । ଯେତେ ପର୍ଯ୍ୟଟନ ସ୍ଥଳୀ ଓ ଲଭର୍ସ ପଏଣ୍ଟ ଅଛି, ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।

State government concerned about Lovers Point
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+