ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଫିଲ୍ମ 'ଦମନ'

Odisha State Film Awards: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୧ ପାଇଁ 'ପ୍ରତୀକ୍ଷା' ଶ୍ରେଷ୍ଠ ଓଡ଼ିଶା ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ୨୦୨୨ ପାଇଁ 'ଦମନ'କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବିବେଚିତ ହୋଇଛି । ସେହିପରି ୨୦୨୨ ମସିହା ପାଇଁ ଆକ୍ଟର ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତାଙ୍କର ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ ।

Daman

ସେହିପରି ଶଙ୍କର ପ୍ରଧାନଙ୍କୁ ୨୦୨୧ ପାଇଁ ଶ୍ରେଷ୍ଠ ହାସ୍ୟ କଳାକାର ପୁରସ୍କାର ପ୍ରଦାନ କରାଯାଇଛି , ଫିଲ୍ମ ଅରୁନ୍ଧତୀ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ବିଶ୍ୱାସ ଫିଲ୍ମ ପାଇଁ ନବନୀତ ମହାନ୍ତିଙ୍କୁ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ବିବେଚିତ କରାଯାଇଥିବା ବେଳେ ଅଭିନେତା କୁନା ତ୍ରିପାଠିଙ୍କୁ ଖଳ ଅଭିନେତା ପୁରସ୍କାର ପ୍ରଦାନ କରାଯିବ । ଚକ୍ଷୁ ବନ୍ଧନ ସିନେମା ପାଇଁ ଶ୍ରେଷ୍ଠ ଖଳ ଅଭିନେତ୍ରୀ ଇଶାନି ଶେନ ଗୁପ୍ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+