ପ୍ରଚାର ପାଇଁ ନୂଆ ଅଭିଯାନ ଶୁଭାରମ୍ଭ କଲା ରାଜ୍ୟ କଂଗ୍ରେସ

ବିଜେଡି ଓ ବିଜେପିକୁ ଟକର ଦେବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି ରାଜ୍ୟ କଂଗ୍ରେସ । ଦିନକୁ ଦିନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ କଂଗ୍ରେସ ନେତାଙ୍କୁ ନେଇ ଅନ୍ୟଦଳ ଅନେକ ସ୍ବପ୍ନ ଦେଖୁଥିବା ବେଳେ କଂଗ୍ରେସ କିନ୍ତୁ ରାଜ୍ୟରେ ନିରାଶ । ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ଏଲଇଡି ଗାଡିର ଶୁଭାରମ୍ଭ କରିଛି କଂଗ୍ରେସ । ଚାରିଆଡ଼େ ବୁଲିବ ଏହି ହାଇଟେକ ଗାଡ଼ି ।

congress

ଠିକ୍ ଏହି ଭଳି ହାଇଟେକ୍ ଗାଡ଼ି ଆପଣଙ୍କ ଅଂଚଳରେ ବୁଲିବ । ଯେଉଁ ଗାଡ଼ି ଜରିଆରେ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ପ୍ରଚାର କରିବ । ଏଲଇଡି ଲାଗିଥିବା ଏଭଳି ଶହେଟି ହାଇଟେକ୍ ଗାଡ଼ି ଜରିଆରେ ଲୋକଙ୍କ ପାଖରେ ପହଂଚିବ ଦଳ । କଂଗ୍ରେସ ଭବନରେ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଗାଡ଼ିର ଶୁଭାରମ୍ଭ କରାଯାଇଛି ।

ସେହିପରି କଂଗ୍ରେସର ୫ ନ୍ୟାୟ ଓ ୨୫ଟି ଗ୍ୟାରେଂଟିର ପ୍ରତିଶ୍ରୁତିକୁ ପ୍ରଚାର କରିବ ଦଳ । 'ହକ୍ ପାଇଁ ନ୍ୟାୟ', 'କୃଷକ ନ୍ୟାୟ', 'ମହିଳା ନ୍ୟାୟ', 'ଶ୍ରମ ନ୍ୟାୟ' ଏବଂ 'ଯୁବ ନ୍ୟାୟ' ଏହି ୫ ନ୍ୟାୟ ନେଇ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିର କଥାକୁ ଭିଡିଓ ବାର୍ତା ଜରିଆରେ ପ୍ରଚାର କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+