ରାଜ୍ୟ କ୍ୟାବିନେଟ ବୈଠକ ଶେଷ: ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ
ସରିଲା ରାଜ୍ୟ କ୍ୟାବିନେଟର ଗରୁତ୍ୱପୁର୍ଣ୍ଣ ବେଠକ । ୧୬ଟି ପ୍ରସ୍ତାବ ଉପରେ ବୈଠକରେ ବାଜିଲା ମୋହର ।
ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗରୁତ୍ୱପୁର୍ଣ୍ଣ ବେଠକ । ୧୬ଟି ପ୍ରସ୍ତାବ ଉପରେ ବୈଠକରେ ବାଜିଲା ମୋହର । ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬ ପ୍ରସ୍ତାବରେ ବାଜିଲା ମୋହର । ଅର୍ଥ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସାଧାରଣ ପ୍ରଶାସନ, ଗୃହ ଓ ଅବକାରୀ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପଞ୍ଚାୟତିରାଜ, ଶ୍ରମ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ଷୋଡ଼ଶ ବିଧାନସଭାର ସତ୍ରାବସାନକୁ ମିଳିଛି ମଞ୍ଜୁରୀ । ମୁଖ୍ୟମନ୍ତ୍ରୀଙ୍କ ଅଦ୍ୟକ୍ଷତାରେ ବସିଥିଲା ବୈଠକ ।












Click it and Unblock the Notifications